ଓଡିଶା ମୋ ଘର

ଓଡିଶା ମୋ ଘର

ଓଡିଶା ମୋ ଘର



By-  odialive.com

ଓଡିଶା ମୋ ଘର
କିଏ ନୁହନ୍ତି ପର
ସବୁ ଏଠି ମୋର ଭାଇ ଓ ଭଉଣୀ
କିଏ ପୁଣି ବନ୍ଧୁ ସଖା ସହୋଦର ।।

ଆମେ ଏଠି ବନ୍ଧା ଗୋଟିଏ କୁଟୁମ୍ବେ
କେଉଁ ପୁରୁଷାରୁ ନହିଁ ଏଠି ଭିନ୍ନ କିଏ ଅମଠାରୁ।
ପଖାଳ ତୋରାଣି ମୁଠାଏ ଖାଇଲେ
ଚଳିଯାଏ ଆମ ଭୋକିଲା ପ୍ରାଣ ।।

ଆମର ଐତିହ ସର୍ବ ପୁରାତନ ଇତିହାସ ପୃଷ୍ଟେ
କୁହେ ରାମାୟଣ କୁହେ ପୁଣି ବେଦ
ସର୍ବ କାନେ କାନେ
ଆମରି ବିଶ୍ଵାସ କର୍ମ ଓ ଧର୍ମ
କୁହେ ଜଗତର ନାଥ
ଜୟ ଜଗନ୍ନାଥ
ବିଶ୍ଵ ବ୍ରମ୍ହାଣ୍ଡ

0 Response to "ଓଡିଶା ମୋ ଘର"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel