ବଉଳ Written By NMCOM ଆଦିତ୍ୟ କୁମାର ପଣ୍ଡାତୁ ଆସିବୁ ନା ବଉଳଏ ସମ୍ଭାବନାମୟ ସୃଷ୍ଟିକୁଯୋଗ ଆଉ ବିଯୋଗ ପାଇଁସୁଖ ଆଉ ଦୁଃଖ ପାଇଁମନରେ ତୋର କିଛି ପ୍ରଶ୍ନ ନଥିବଫଗୁଣ ତୋତେ ଛୁଇଁଲା ପରେଅସଂଖ୍ୟ ପ୍ରଶ୍ନ ଉଠିବଯାହାର ଉତ୍ତର ମିଳିବନି ବଉଳତୁ କେବଳ ଫୁଟିବୁସାରା ଜୀବନକୁ ଢାଳିଦେବୁ ଆଉ ଏକ ସୃଷ୍ଟି ପାଇଁ.. Share this post
0 Response to "ବଉଳ"
Post a Comment