ସୁନ୍ଦରଗଡ଼ର ଛୁଟେ ଇତିହାସ

ସୁନ୍ଦରଗଡ଼ର ଛୁଟେ ଇତିହାସ

ସୁନ୍ଦରଗଡ଼ର ଛୁଟେ ଇତିହାସ

ଶରତଚନ୍ଦ୍ର ପାଣ୍ଡେ

ହାମର୍ ପୁର୍ନା ଗାଙ୍ଗ୍ପୁର୍ରାଏଜ୍‌, ପୁରାନ୍ଯୁଗର୍ଦକ୍ଷିଣ କୋଶଳ୍ ଭିତ୍ରେ ଥିଲା ବୋଲିକରି ଇତିହାସ୍କହୁଛେ | ରଜା ରାମର୍ସରଗ୍ବାସୀ ହେଳା ଉତ୍ତାରୁ ସେ ରାଏଜର୍ ଶାସନ୍ଭାର୍ପୋ କୁଶର୍ଭାଗେ ପଡ୍ଲା, ତାହାର୍ରାଜ୍ଧାନୀ ଥିଲା ବିନ୍ଧ୍ୟ ପର୍ବତ୍ ତଲେ ଥିବା କୁଶିନଗର୍ | ତାହାର୍ପରେ ପରେ ଦକ୍ଷିଣ୍କୋଶଳ୍ପଶ୍ଚିମ୍କୋଶଳ୍ କଳିଙ୍ଗ ରାଏଜ୍ସଙ୍ଗେ ମିଶିଗଲା ବଲି ଆଉ ଦକ୍ଷିଣ୍ କୋଶଳ୍ନାଇ ହଇକରି ପଶ୍ଚିମ୍-କୋଶଳ୍ ନାଁ ହେଲା  | ସେ ସମିୟାର ରାଜ୍ଧାନୀ ଥିଲା ମହାନଦୀ ଖଏଁଡ୍ ଶ୍ରୀପୁରା | ତାହାର୍ ଉତ୍ତାରୁ ସାରା ଭାରତ ବଛର୍ଯେତେତେତେ ସାନ୍ବଡ୍ରାଏଜ୍ଥି ଭରିଗଲା | ସେ ଭିତ୍ରୁ ହାମର୍ ଗାଙ୍ଗ୍ପୁର୍ରାଇଜ୍ଗୁଟେ, ଇତାର୍ ମୁଲ୍ ରାଜ୍ଧାନୀ ଥିଲା ତାର୍ପଶ୍ଚିମ୍ଦିଗେ ଥିବା ମଶାବିରା | ମଶାବିରା ନେ ସର୍ଗିପାଲିର୍ମାଝୀ ଜମିଦାର୍ ଶେଖର୍ ବଂଶର୍ପହେଲା ରଜା ଶ୍ରୀ ଗଙ୍ଗାଧର୍ ଶେଖର୍ଦେଓ କେ ଲୁକେଇ କରି ରଖିଥିଲା ଆଉ ତାହାକେ ପଛେ ରଜା କରିଥିବାର୍ପ୍ରମାଣ ସବୁ ଅଛେ | ଇହାଦେ ମଶାବିରା ହେମ୍ଗିର୍ବଲକ୍ଅଧିନ୍ଥି ଅଛେ | ଇତାର୍ପରେ ଶେଖର୍ ବଂଶର୍ଦୁଇ ନମ୍ବର୍ରାଜ୍ଧାନୀ ଇବ୍ ନଏଦ୍ଖଏଣ୍କେ ଉଠିଆସ୍ଲା | ତାହାର୍ ନାଁ ହେଲା, ଗଙ୍ଗାଧର୍ ପୁର୍ଗଡ୍ | ସେ ସମିୟାର୍ରଜା ଗଙ୍ଗାଧର୍ଶେଖର୍ଦେଓଙ୍କର୍ନାଁ ଅନୁସାରେ ରାଏଜର୍ନାଁ ଭି ଗାଙ୍ଗ୍ପୁର୍ହେଲା ଆଉ ରାଜଧାନୀର ନାଁ ଭି ହେଲା ଗାଙ୍ଗ୍ପୁର୍ଗଡ୍ | ଏଭେ ଇଟା ସବ୍ଡ଼େଗା ବଲକ୍ଥି ଅଛେ | ଇତାର୍ପରେ କିଛି କାରଣ୍ନେଇକରି ଶେଖର୍ବଂଶର୍ବାର ନମ୍ବର୍ରଜା ଇନ୍ଦ୍ର ଶେଖର୍ଦେଓ ଗାଙ୍ଗ୍ପୁର୍ଗଡ୍ନୁ ରାଜ୍ଧାନୀ ଉଠେଇ ନେଇକରି ନାଗ୍ରା ଜମିଦାରୀର୍ରାଏବ୍ଗାଗଡ୍କେ ନେଲେ  | ତାଙ୍କର୍ପରେ ତାଙ୍କର୍ ପୋ ପର୍ଶୁରାମ୍ଶେଖର୍ ଦେଓ ତାଙ୍କର୍ ରାଜ୍ଧାନୀ ରାଜ୍ଗାଙ୍ଗ୍ପୁର୍ପାଖେ ନବରଙ୍ଗ୍ପୁର୍‌ (ଲଙ୍ଗଗଡ୍ଯାହାକି ଆଝିର୍ଲାଇଙ୍ଗ୍ଅଟେ) କେ ଉଠେଇ ଆନ୍ଲେ | କୋପ୍ସିଂହା ଗାଁନେ ସର୍ଗିପାଲି ଜମିଦାର୍ପ୍ରତାପ୍ମାଝୀର୍ମରନ୍ପରେ ଜଗଦେବ୍ଶେଖର୍ଦେଓ ତାଙ୍କର୍ରାଜ୍ଧାନୀ ଇବ୍ନଏଦ୍ଖଣିର୍ଜଗତ୍ଗଡ୍କେ ଉଠେଇ ଆନ୍ଲେ | ଇହାଦେ ଜଗତ୍ଗଡ୍ସବ୍ଡ଼େଗା ବଲକ୍ଭିତ୍ରେ ସୁନ୍ଦର୍ଗଡ୍ସହର୍ନୁ ଛଅ କି.ମି. ଦୂରେ ପୂରୁବ୍କେ ଇବ୍ନଏଦ୍ଖଣିଥି ଅଛେ | ଏବେ ବି ରଜା ଘରର୍ଇଷ୍ଟ ଦେବୀ ମାଁ ସମଲାଇ ଇଠାନେ ପୂଜା ପାଉଛଁନ୍ | ରଜାର୍ଖମାର୍ବି ଇଠାନେ ଅଛେ | ଜମିନ୍ଭି ଅଛେ | ଗାଁ ଲୋକେ ଚାଷ୍କରି କରି ଭାଗ ଚାଷ୍ଦେଉଛଁନ୍ | ଲୋକ୍ମାନେ କହେସଁନ୍ଯେ, ରଜା ବହୁତ୍ଚେଷ୍ଟା କରି କରି ଭି ସମଲାଇ ମାଁକେ ଇଠାନୁ ଉଠାଇ ନାଇଁ ପାର୍ଲା | ରଜା ଜଗ୍ଦେବ୍ଶେଖର୍ଦେଓ ଅପୁତ୍ରିକ୍ଥିଲେ | ସେଥିର୍ଲାଗି ତାର୍ଉତ୍ତାରୁ ତାହାଁକର୍ଜଣେ ସମ୍ପର୍କର୍ଭାଇ ଚନ୍ଦ୍ରଭାନୁ ଶେଖର୍ଦେଓ ରଜା ହେଲେ | ସେ ତିନ୍ଟା ରାନୀ ରଖିଥିଲେ | ତାହାଁକର୍ଦୁଇ ନମ୍ବର୍ରାନୀ ବହୁତ୍ସୁନ୍ଦ୍ରୀ ଥିଲେ | ସେ ବଣାଇର୍ରଜାର୍ଝି ଥିଲେ | ଚନ୍ଦ୍ରଭାନୁ ରଜାର୍ପରେ ବିର୍ବିରାର୍ଜନାର୍ଦ୍ଦନ ଶେଖର୍ଦେଓ ରଜା ହେଲେ ଆଉ, ରାଜ୍ଧାନୀ ଇବ୍ନଦୀ ଖଏଣ୍ ଶୁଆଡ଼ିହି କେ ଉଠେଇ ଆନ୍ଲେ | ଇଟା ଗାଙ୍ଗ୍ପୁର୍ରଜାର୍ଶେଷ୍ରାଜ୍ଧାନୀ ଥିଲା ବଲି ସଭେ କହେସଁନ୍ | ରଜାର୍ଉଆସ୍ପାଖେ ଗୁର୍ଦେ ଶୁଆ (ରୂପ) ଘରା କରି ରହୁଥିଲେ ବଲି, ଇତର୍ନାଁ ଶୁଆଡିହି ରଖାଯାଇଥିଲା ପରେ |

ଶେଖର୍ବଂଶର୍ଅଠର ନମ୍ବର୍ରଜା ଜନାର୍ଦ୍ଦନ୍ଶେଖର୍ଦେଓର ପୋ-ନାତି ଶ୍ରୀମାନ୍ରଘୁନାଥ୍ଶେଖର୍ଦେଓ ରଜା ହେଲେ | ସେ ଅଥଲ୍ପରିଶ୍ରମ୍କରି, ଖର୍ଚା କରି ଶୁଆଡ଼ିହିର କେତ୍ନି କେତେ ଉନ୍ନତି କରିଥିଲେ | ଇଂରେଜ୍ସର୍କାର୍ ଆଦେଶ୍ଥି ଗାଙ୍ଗ୍ପୁର୍ରାଏଜର୍ଛୋଟ୍ନାଗ୍ପୁର୍କମିଶନର୍ଅଧିନ୍ନୁ ଓଡ଼ିଶା-କମିଶନର୍ଅଧିନ୍କେ ଆସ୍ବାର୍ଉତ୍ତାରୁ ଶୁଆଡ଼ିହିର୍ବହୁତ୍ଉନ୍ନତି ହେଇଥିଲା | ଏଡ଼େ ବଡ୍ଉଆସ୍ଥି ଏଭେ ଭି ରଜାଘରେ ରହୁଛନ୍‌ | କଚ୍ରୀର୍ଲାଲ୍ଘର୍‌, ଜେଲ୍ଘର୍‌, ଡାକ୍ତର୍ଖାନା ଏଭେ ଭି କାମ ଲାଏକ୍ରହିଛେ | ସହର୍ଭିତ୍ରେ ରଜା ଉଆସ୍ପାଖାପାଖି ବଢ଼େ ଜବର୍ବନ୍ଧ୍ଦୁଇଟା ରହିଛେ | ରଜା ଅମଲ୍ଥି ସହର୍କେ ବିଜ୍ଲି ଯୁଗେଇ ଦିଆ ହେଉଥିଲା | ଗୁଟେ ବନ୍ଧ୍ପାଖେ ବିଜ୍ଲିଘର୍ଥିଲାବଲି କରି ଏଭେ ଭି ତାକେ ବିଜ୍ଲି ବନ୍ଧ୍କହୁଛଁନ୍‌ | ମୋଟାମୁଟି କହେବାର୍କେ ଗଲେ ଶୁଆଡ଼ିହି ସବୁ ରକମ୍ ଉନ୍ନତି କର୍ବାର୍ଲାଗି ରଜା ଶ୍ରୀ ରଘୁନାଥ୍ ଶେଖର୍ଦେଓ ମନ୍‌, ଧନ୍‌, ତନ୍ସବୁକେ ପାଏନ୍ଛଡ଼େଇ ଦେଇଥିଲେ | ତାହାଁକର୍ରାଏଜ୍ଆଉର୍ଗଡ୍କେ ଅଏନ୍ସୁନ୍ଦର୍ବନେଇଥିଲେ ବଲି ତାର୍ନାଁଟା ଶୁଆଡ଼ିହିନୁ ବଦ୍ଲାଇ କରି ସୁନ୍ଦର୍ଗଡ୍ଦେଇଥିଲେ ବଲି ଇତିହାସ୍କହେସି | ତାଁକର୍ଇସବୁ ମହତ୍କାମ୍ଲାଗି ସେ ଗୁରା ସର୍କାର୍ଠାନୁ ମହାରାଜା ଉପାଧି ପାଇଥିଲେ ବଲି କହେଁସନ୍‌ |

ଭାରତ୍ସ୍ବାଧୀନ୍ହେଲା ଉତ୍ତାରୁ ଗାଙ୍ଗ୍ପୁର୍ରାଏଜର୍ଇଲାକାଟା ଜହ ନାଇଥାଇ | ସେଥିର୍ଲାଗି ଇତାର୍ପୂର୍ବେ ଥିବା ଆଉ ଗୁଟେ ଛୁଟିଆ ରାଏଜ୍ବଣାଇକେ ତା...୧୯୪୮ : ମିଶାଇ ଦେଇକରି ରାଜ୍ଧାନୀର୍ନାଥି ଇତାର୍ନାଁ ଦିଆଗଲା, ସୁନ୍ଦର୍ଗଡ୍ଜିଲ୍ଲା | ତାର୍ସଙ୍ଗେ ବଣାଇ, ଗାଙ୍ଗ୍ପୁର୍ନାଁଟା ରସାତଲ୍କେ ପଲେଇ ଯାଇଛେ | ଇହାଦେ ବଣାଁଇ ଗୁଟେ ସବ୍ଡ଼ିଭିଜନ୍ହୋଇ ରହିଛେ |

ଆଗର୍ ଗାଙ୍ଗ୍ପୁର୍ରାଏଜ୍ଦାମିକା ଖଣିଜ୍ସମ୍ପଦ୍ଥି ଭର୍ପୁର୍ଥିଲା | ଇହାଦେ ବି ଚୂନ୍ପଥର୍‌, ଲୁହା, ତମ୍ବା ପଥର୍‌, ଦସ୍ତା ପଥର୍‌, କୁଇଲାର୍ଲାଗି ଭାରତ୍କାଏଁ ପୁର୍ଥିବି ବିଖ୍ୟାତ୍ଅଛେ |

ମହାରାଜା ରଘୁନାଥ୍ଶେଖର୍ଦେଓଙ୍କର୍ଗୁଟେ ବଲି ପୋ | ନାଁ ଥିଲା ବୀର୍କିଶୋର୍ମୋହନ୍ଶେଖର୍ଦେଓ | ଦିନେ ସେ ହାଥୀ ଉପ୍ରେ ବସିକରି ଚଁପା ଚଢ଼େଇ ଧର୍ବାର୍ଲାଗି ରତନ୍ପୁର୍ଜଙ୍ଗଲ୍କେ ଯାଇଥିଲେ ଆଉ କେନ୍ତା କରି ହାଥୀ ଉପ୍ରୁ ପଡ଼ିକରି ମରିଗଲେ | ତହାର୍ଉତ୍ତାରୁ ରଘୁନାଥ୍ଙ୍କ ନାତି ଭବାନୀ ଶଙ୍କର୍ ଶେଖର୍ଦେଓ ରଜା ହେଲେ | ତାଁକେ ରୋଗ୍ଲାଗି ରହେବାରୁ ସେ ୩୨ ବରଷ୍ଥି ତା...୧୯୩୦ : ମରିଗଲେ | ତାହାଁକର୍ଦୁଇଟା ପୋ, ଟିକାୟତ୍ବୀରମିତ୍ର ପଟ୍ଟାୟତ୍ଉଦିତ୍ପ୍ରତାପ୍ଶେଖର୍ଦେଓ, ବୁଆ ଭବାନୀ ଶଙ୍କର୍ମର୍ଲା ବେଳେ ଇମାନେ ନାବାଲକ୍ଥିଲେ | ସେଥିର୍ଲାଗି ବିଧ୍ବା ରାନୀ ଜାନ୍କୀ ରତ୍ନ ୟାମାର୍ଜି (Regent) ହିସାବେ ଶାସନ୍ଚଲାଲେ | ଥରେ ଟିକାୟତ୍ଶ୍ରୀ ବୀରମିତ୍ର ଶେଖର୍ଦେଓ ମାଆର୍ସଙ୍ଗେ ଲଣ୍ଡନ୍ଯାଇଥିଲେ | ଦୁଃଖର୍କଥା ସେନେ ସେ କେନ୍ସି କାରଣ୍ଥି ମରିଗଲେ | ସେ ସମିୟାଥି ଶ୍ରୀ ଉଦିତ୍ପ୍ରତାପ୍ଶେଖର୍ଦେଓ ଭି ନାବାଲକ୍ଥିଲେ | ସେଥିର୍ଲାଗି ଫେର୍ଜାନ୍କୀ ରତ୍ନ ରିଜେଣ୍ଟ ହିସାବେ ରାଏଜର୍ଶାସନ୍ଭାର୍ବୁହିଲେ, ତାର୍ଚାଏର୍ବଛର୍ଉତ୍ତାରେ ପଟ୍ଟାୟତ୍ଉଦିତ୍ପ୍ରତାପ୍ସାବାଲକ୍ହେଲେ | ତା.୨୭.୧୧.୧୯୪୪ : ଦିନ ସର୍ଗିପାଲି ଜମିଦାର୍ଦ୍ବାରା ଅଭିଷିକ୍ତ ହଇ ଗାଦି ଥି ବସ୍ଲେ | ବୀର୍ଉଦିତ୍ପ୍ରତାପ୍ଶେଖର୍ଦେଓ ଖାଲି ଚାଏର୍ବଛର୍ଶାସନ୍କରିଥିଲେ | ସେ ଉତ୍ତାରୁ ତା.୧୫..୧୯୪୭ : ଥି ଭାରତ୍ସ୍ବାଧୀନ୍ହେଲା | ସବୁ ଗଡ଼ଜାତ୍ରାଇଜ୍ସେ ବଛର୍ଡିସେମ୍ବର୍ମାସେ ଜାତୀୟ ସର୍କାର୍ସଙ୍ଗେ ମିଶିଗଲା | ଗଡ଼ଜାତ୍ଶାସନ୍ଯାଇକରି ଗଣତନ୍ତ୍ର ଶାସନ୍ଚାଲ୍ଲା |

ଏଭର୍ଉଦିତ୍ନଗର୍‌, ରଘୁନାଥପଲ୍ଲୀ, ବୀରମିତ୍ରପୁର, ଭବାନୀ ଶଙ୍କର୍ହାଇସ୍କୁଲ୍‌, ରାଣୀ ଜାନ୍କୀ ବାଳିକା ବିଦ୍ୟାଳୟ, ବୀରମିତ୍ର କ୍ଲବ୍‌, ରିଜେଣ୍ଟ ମାର୍କେଟ ସବୁ ଶେଖର୍ବଂଶର୍ରଜା, ରାନୀ ମାନକଁର୍ନାଁ ଥି ନାଁ ଦିଆଯାଇଛେ | ରଜା ଉଦିତ୍ପ୍ରତାପ୍ଶେଖର୍ଦେଓ ବିଧାୟକ୍ମଧ୍ୟ ଥିଲେ | ସେ ତା.୨୮.୧୧.୧୯୬୭ : ଥି ୱାଲ୍ଟିଅର୍ଠାନେ ମରିଗଲେ, ତାଁକର୍ମୁର୍ଦାର୍ଉଡ଼ାଜାହାଜ୍ଥି ସୁନ୍ଦର୍ଗଡ୍କେ ଆସିଥିଲା | ଶ୍ରୀ ଉଦିତ୍ପ୍ରତାପ୍ଙ୍କର୍ଦୁଇଟା ପୋ | ବଡ୍ପୋ ଶ୍ରୀ ବିରେନ୍ଦ୍ର ପ୍ରତାପ୍ଶେଖର୍ଦେଓ ସାନ୍ପୋ ଶ୍ରୀ ଭରତେନ୍ଦ୍ର ଶେଖର୍ଦେଓ | ଭରତେନ୍ଦ୍ର ଦୁଇଥର୍ସଦର୍ସୁନ୍ଦର୍ଗଡ୍ ବିଧାୟକ୍ଥିଲେ | ସେ ଏବେ ମରିଗଲେନ | ତାଁକର୍ପରେ ବଡ଼ ଭାଇ ବିରେନ୍ଦ୍ର ଭି ମରିଗଲେନ | କିନ୍ତୁ ଭରତେନ୍ଦ୍ରଙ୍କ ସ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଶେଖର୍ଦେଓ ଇହାଦେ ଭି ଅଛଁନ୍‌ | ତାଁକର୍ଗୁଟେ ପୋ ଗୁଟେ ଝି ଅଛଁନ୍‌ | ରାନୀ ପଦ୍ମିନୀ ସୁନ୍ଦର୍ଗଡ୍ମ୍ୟୁନ୍ସିପାଲ୍ଟି ଚେୟାର୍ମେନ୍ଭି ଥିଲେ | ଏଭେ ସେ ରାଜନୀତିରେ ଅଛଁନ୍‌ |

 

0 Response to "ସୁନ୍ଦରଗଡ଼ର ଛୁଟେ ଇତିହାସ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel