କାଲାମ

କାଲାମ
 
ଅରୁଣ କୁମାର ତ୍ରିପାଠୀ

କାଲାମ କଲମେ କାଳଜୟୀ ଲେଖା,
ଆନ୍ଦୋଳିଲା ଯୁବା ହୃଦୟ
ଅଗ୍ନୀର ଡେଣାରେ ଚେଇଁ ଉଠିଥିଲା
ଦେଶ ମାତୃକାର ଲୟ |

କ୍ଷେପଣାସ୍ତ୍ର ଦିନେ ଗଢିଥିଲେ ଯିଏ,
ନିଜ ଜ୍ଞାନ କଉଶଳେ
ଅଗ୍ନୀ ସଞ୍ଜୋଗିଲେ ଦେଶ ଚେତନାର,
କୋଟି କୋଟି ଶିଶୁ ପ୍ରାଣେ |

ଅନ୍ତିମ ଯାତ୍ରାର ସାରଥି ସେ ନିଜେ
କୋଟି ଚକ୍ଷୁ ଅଶ୍ରୁ ବହେ,
ଅମର ଆତ୍ମାର କାଳଜୟୀ ସନ୍ଦେଶ
ମର ଶରୀରେ କି କାଲାମ ରହେ ?

0 Response to "କାଲାମ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel