କସ୍ତୁରୀ ବେହେରା class-8 S.K.R. High School
--------------------------------------------------
ଯେବେ ଆସ ତୁମେ ଧିରେ ଧିରେ
ଖେଳିଯାଏ ମନେମୋର ନୁତନ ଚହକ
ନେଇ ଆସ ରଂଗ ହାତେ
ଓ ବସନ୍ତ ପୁଷ୍ପର ମହକ
ଖୁସିଲାଗେ ମୋତେ
ଯେବେ ଆସ ତୁମେ ନୁଆ ପ୍ରଭାତରେ
ଫେରିଚାହେଁ ତୁମକୁ ମୁଁ
ପୁର୍ବ ଗଲା ପରେ
ଭୁଲିବି ଭୁଲି ହୁଏନା ତୁମ ସ୍ମୃତି
ହେବ ଏହା ମୋର ଅଭୁଲା ଆନୁଭୁତି
ଚାଁହିଲେ ବି ରୋକି ହୁଏନା
ବାଟ ତୁମର
ଆସିବଯେ ତୁମ ପରେ
“ଦୁଇ ହଜାର ପନ୍ଦର”
x
0 Response to "ତୁମ ସ୍ମୃତି"
Post a Comment