ସୁନ୍ଦର

ସୁନ୍ଦର

ସୁନ୍ଦର

ଶୁଭ୍ରାଂଶୁ ଶେଖର ପଣ୍ଡା, ସପ୍ତମ ଶ୍ରେଣୀ
ବୀଣାପାଣି ୟୁ.ଜି.ଏମ୍.ଇ. ବିଦ୍ୟାଳୟ
------------------------------------------------------
ପୃଥିବୀ ସୁନ୍ଦର ଗଛ ଲାତାରେ
ସୂରୁଜ ସୁନ୍ଦର ଖରା ,
ନଈକୁ ସୁନ୍ଦର ଡଙ୍ଗା ଚାଲିଲେ
ଆକାଶ ସୁନ୍ଦର ତାରା |
ଘରକୁ ସୁନ୍ଦର ଜିନିଷ ଥିଲେ
ଗୁହାଳ ସୁନ୍ଦର ଗାଈ,
ଅଗଣା ସୁନ୍ଦର ପିଲା ଖେଳିଲେ
ନାତିକୁ ସୁନ୍ଦର ଆଈ |
କବିକୁ ସୁନ୍ଦର ଖାତା କଲମ
ବଗିଚା ସୁନ୍ଦର ଫୁଲ,
ମନ୍ଦିର ସୁନ୍ଦର ଦେବତା ଥିଲେ
ମୂଲିଆ ସୁନ୍ଦର ମୂଲ |
ପିଲାଙ୍କୁ ସୁନ୍ଦର ବହି ବସ୍ତାନି
ବାଟକୁ ସୁନ୍ଦର ବାଟୋଇ,
ଦେଶକୁ ସୁନ୍ଦର ସଚ୍ଚା ଶାସକ
ନାରୀ ହୋଇଥିଲେ ପାଠୋଇ |
-------------------0---------------------------- 
x

Related Posts

0 Response to "ସୁନ୍ଦର"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel