ଶଶିକାନ୍ତ ସାହୁ
ମୁଁ’ ଯେ କେଡ଼େ ଅହଂକାରୀ ଅତୀତର କଥା ଘାଣ୍ଟି
ଦୋଷ ଖୋଜିବା ଅନ୍ୟର ଓ’ହୋ ମୋର ଭାଗ୍ୟ !
କରିବାର ଯୋଗ୍ୟ ଯଦି ତାହା ମୁଁ’ ଅଟକାଇବି
ତଥାପି ପଶ୍ଚାତାପର ଟିକିଏ ଅନୁଭବ
ମନ ମଧ୍ୟରେ କେବେ ବି ଆସିବ ନାହିଁ |
ମୁଁ’ ଯେ କେଡ଼େ ଅହଂକାରୀ ଅତୀତର କଥା ଘାଣ୍ଟି
ଦୋଷ ଖୋଜିବା ଅନ୍ୟର ଓ’ହୋ ମୋର ଭାଗ୍ୟ !
କରିବାର ଯୋଗ୍ୟ ଯଦି ତାହା ମୁଁ’ ଅଟକାଇବି
ତଥାପି ପଶ୍ଚାତାପର ଟିକିଏ ଅନୁଭବ
ମନ ମଧ୍ୟରେ କେବେ ବି ଆସିବ ନାହିଁ |
ଯଦି କେହି ପଚାରିଲା ଆଗକୁ କ’ଣ କରିବା ?
ସେଥିପାଇଁ ମୁଁ’ ଉତ୍ତର ରଖି ଅଛି ‘ଅସହାୟ’ |
ଏହା ମୋର ଅସ୍ତ୍ର ଏହା ମୋର ଶସ୍ତ୍ର
କରିବି ନାହିଁ କି’ କରିଦେବି ନାହିଁ
ମୁଁ ପରା “ଅହଂକାରୀ” |
0 Response to "ମୁଁ ଅହଂକାରୀ"
Post a Comment