ମୋ ଗାଁ କ୍ଷେତବାଡ଼ି !

ମୋ ଗାଁ କ୍ଷେତବାଡ଼ି !

ମୋ ଗାଁ କ୍ଷେତବାଡ଼ି !
 
ପ୍ରଶାନ୍ତ କୁମାର ଭୂୟାଁ

ମୋ ଗାଁ !
ଏଇ ମୋ ଛୋଟିଆ ସୁନ୍ଦର ଗାଁ,

ରହିବାକୁ ମୋତେ ଦେଇଛି ଠାଁ  |

ଝାଟିମାଟି ଆମ ଚାଳଛପର,
କାନ୍ଥରେ ଦିଏ ମା ଝୋଟି ସୁନ୍ଦର |

ଏଇଠି ବସି ମୁଁ ଦେଖେ ପ୍ରକୃତି,

ସବୁଜ ଶ୍ୟାମଳ ସୁନ୍ଦର ଅତି  |

ଧାନକେଣ୍ଡା ଅବା ସୁନାର ଝରା,
ନଡ଼ିଆ ପତର ସୁନ୍ଦର ତୋରା  |

ମୁକ୍ତବାୟୁ ଏଠି ଖୋଲା ଆକାଶ,
ସତେଜ ପରିବା, ସୁନ୍ଦର ଶସ୍ୟ  |

ଏହିପରି ଭାଗ୍ୟ କାହୁଁ ପାଇବ ?
ପ୍ରକୃତ ପ୍ରକୃତି ଧନସମ୍ପଦ  |

 

0 Response to "ମୋ ଗାଁ କ୍ଷେତବାଡ଼ି !"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel