( ଝାଡ଼େଶ୍ଵର ଖଣ୍ଡା )
ଦୀନବନ୍ଧୁ ଦ୍ଵାରା ପ୍ରେରିତ ହୋଇ ସୁନ୍ଦରୀ ଭାରିଯା କଥାରେ ପଡ଼ି
ଆସିଛୁ ଆମେ ଧରାକୁ , ମାଆକୁ ଦେଲା ଯନ୍ତ୍ରଣା,
ମାତୃ ଗର୍ଭେ ଏନ୍ତୁଡ଼ି ଶାଳେ ସ୍ତ୍ରୀ ସହ ଶ୍ଵଶୁର ମାଆ ବିରୁଦ୍ଧେ
କଷ୍ଟ ଦେଇଛୁ ମଆକୁ | ଜ୍ଵାଇଁକୁ ଦ୍ୟନ୍ତି କୁ-ମନ୍ତ୍ରଣା |
ନାନା ଦୁଃଖ କଷ୍ଟ ସହ୍ୟ କରି କିଛି ଦିନ ଗଲା ଏକ ବେଳ ଆସିଲା
ପାଳନ କରିଛି ସିଏ , ସ୍ତ୍ରୀ ଦେଲା କାନେ ବୁଝାଇ ,
ସାରା ସଂସାରରେ ତାହାରି ପରି ଯା’ ତୋ ମା’ର କଲିଜା ଆଣିବୁ
ଅଛି ଅବା କିଏ ? ନହିଲେ ଛାଡ଼ପତ୍ର ଦେ ତୁହି |
କୋଳଟି ଯାହାର ସରଗ ପୁର ସୁନ୍ଦରୀ ସ୍ତ୍ରୀ ର କଥାରେ ପଡ଼ି
ବକ୍ଷ ଅମୃତ ଭଣ୍ଡାର , ହାତରେ ଧରିଲା ଛୁରୀ ,
ତା’ ପଣତ କାନି ଆମକୁ ରକ୍ଷେ ମା’ ପାଶେ ଯାଇ ସ୍ଵହସ୍ତେ ଧରି
ଶୀତ-ବର୍ଷା-ଖରା-କାକର | ତା’ ଛାତିକୁ ଦେଲା ଚିରି |
ଦୁଃଖେ କଷ୍ଟେ ଚଳି ସିଏ ଆମକୁ ଯେଉଁ ମା’ର କ୍ଷୀର ପାନ କରି
କରାଏ ବଡ଼ ମଣିଷ , ହେଇଛି ଆଜି ସାହେବ,
ବଡ଼ ହୋଇ ଆମେ ତା’ ସ୍ନେହ ନ ବୁଝି ସେହି ମାଆକୁ ହତ୍ୟା କରିଦେଲା
ଦେଉ ତା’ ବିଶ୍ଵାସେ ବିଷ | କିପରି ସହିଲା ଦଇବ ?
ଉଦାହରଣଟେ ଦେଇ ଦେଲେ ପତ୍ନୀ ବୁଦ୍ଧିରେ ମାଆକୁ ମାରି
ଶ୍ରମଭାର ହେବ ଲାଘବ, କଲିଜା ଆଣଇ ବୋହି ,
ବୁଝି ବିଚାରି କର୍ମ କଲେ ତର ତର ହୋଇ ଡରି ଡରି ଆସି
ସନ୍ତୁଷ୍ଟ ହୋଇବେ ରାଘବ | ଅଧା ବାଟେ ଝୁଣ୍ଟି ପଡଇ |
ଏକଦା ଥିଲା ଗୋଟିଏ ମା ପୁଅର ହାତରୁ ମା’ର କଲିଜା
ଲାଳନ ପାଳନ କରି, ମାଟିରେ ଖସି ପଡ଼ିଣ ,
ନିଜ ପୁତ୍ରଟିକୁ କରିଲା ବଡ଼ କଲିଜାରୁ ଏକ ମିଠା ସ୍ଵର କହେ
କିଏ ହେବ ତା’ ସରି ? କଷ୍ଟ ହେଲା କିରେ ଧନ ?
ବଡ଼ ହୋଇ ପୁଅ ଚାକିରୀ କରିଲା ଏତିକି ଶୁଣିଣ ପୁଅର ହୃଦୟ
କରିଲା ପ୍ରେମ ବିବାହ , କମ୍ପି ହେଲା ଥର ହର ,
ମାଆ କୁ ନ ପୁଛି ବାହା ହେବାରୁ ମଲା ପରେ ମା’ ନେଲା ଯତନ
ମାଆ ମନରେ କୋହ | ବୁଝିଲା ମହତ୍ଵ ମାଆ ର |
0 Response to "ମା"
Post a Comment